#ଭାଙ୍ଗି_ରୁଜି_ଗଲାଣି_ଐତିହ୍ୟ !
ଗଞ୍ଜାମ ଜିଲ୍ଲାର ପୋତାଗଡ ପର୍ଯ୍ୟଟନସ୍ଥଳୀ । ଋଷିକୂଲ୍ୟା ନଦୀ ମୁହାଣରେ ଅବସ୍ଥିତ ଏହି ଐତିହ୍ୟ ସଂପନ୍ନ ପୋତାଗଡ ଏବେ ଭଗ୍ନ ଅବସ୍ଥାରେ ପଡ଼ିରହିଛି। ପ୍ରାକୃତିକ ବନ୍ଦରର ଭଗ୍ନ ବତୀଘର, ଗୁପ୍ତଦ୍ବାର, ଘୋଡାଶାଳ ଭଗ୍ନ ଅବସ୍ଥାରେ ଦୃଷ୍ଟିଗୋଚର ହୋଇଥା କିନ୍ତୁ ଏହି ସବୁ ଭାଙ୍ଗି ରୁଜି ଯିବାରୁ ଏବେ ପର୍ଯ୍ୟଟକ ମାନେଏଠାରୁ ମୁହଁ ଫେରାଇ ନେଉଛନ୍ତି
#ArgusNews #Odisha #ArgusNewsTV #Ganjam #TouristPlace #Russikulya #River #potagada